or_obs-tn/content/08/14.md

5 lines
916 B
Markdown

# ଯଦିଓ ଯାକୁବ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ, ତଥାପି ସେ ମିସରକୁ ଗଲେ
ମିସର କିଣାନଠାରୁ ବହୁତ ଦୂରରେ ଥିଲା, ଏବଂ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏପରି ଦୂର ରାସ୍ତା ଚାଲିବା ବା ରଥ (ଶଗଡ ପରି ପଶୁଚାଳିତ ଗାଡି)ରେ ଯିବା କଷ୍ଟକର ହୋଇଥାନ୍ତା ।
# ଯାକୁବ ମୃତ୍ୟୁଭୋଗ କରିବା ପୂର୍ବରୁ
ଯାକୁବ ମିସରରେ ମୃତ୍ୟୁଭୋଗ କଲେ । ସେ କିଣାନକୁ ଫେରିନଥିଲେ, ଯାହା ଈଶ୍ଵର ତାହାଙ୍କୁ ଓ ତାହାଙ୍କ ବଂଶଧରକୁ ଦେବା ନିମନ୍ତେ ପ୍ରତିଜ୍ଞା କରିଥିଲେ ।