or_obs-tn/content/08/08.md

1.2 KiB

ପ୍ରଭାବିତ ହୋଇଯାଇଥିଲେ

ଫାରୋ ଯୋଷେଫଙ୍କ ବୁଦ୍ଧିରେ ଚକିତ ହୋଇଯାଇଥିଲେ ଏବଂ ସେ ତାହାଙ୍କ ପ୍ରତି ସମ୍ମାନ ଅନୁଭବ କଲେ; ସେ ଲୋକମାନଙ୍କ ନିମନ୍ତେ ବୁଦ୍ଧିର ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ଭରସା କଲେ ଯାହା ଦେଶରେ ଥିବା ଲୋକମାନଙ୍କୁ ଉପକାର କରିବ । ଏହି ପ୍ରକାରେ କହିବା ଅଧିକ ସ୍ଵଷ୍ଟ ହେବ “ଯୋଷେଫଙ୍କ ବୁଦ୍ଧି ଦ୍ଵାରା ଚକିତ ହୋଇଯାଇଥିଲେ ।”

ଦ୍ଵିତୀୟ ଅଧିକ ଶକ୍ତିଶାଳୀ ବ୍ୟକ୍ତି

ଫାରୋ ଯୋଷେଫଙ୍କୁ ସମଗ୍ର ମିସର ଦେଶରେ ଏକ ଶକ୍ତିଶାଳୀ ଓ ଗୁରୁତ୍ବପୂର୍ଣ୍ଣ ଶାସକ କଲେ । କେବଳ ଫାରୋ ହିଁ ଯୋଷେଫଙ୍କଠାରୁ ଅଧିକ ଶକ୍ତିଶାଳୀ ଓ ଗୁରୁତ୍ବପୂର୍ଣ୍ଣ ଥିଲେ ।