or_obs-tn/content/08/06.md

1.4 KiB

ତାହାଙ୍କୁ ଅତିଶୟ ବିବ୍ରତ କଲା

ଏହାର ଅର୍ଥ ହେଉଅଛି ଯେ ରାଜା ଅତିଶୟ ଭୟଭୀତ ହୋଇ ଦ୍ୱନ୍ଦ୍ୱରେ ପଡିଯାଇଥିଲେ (ସେ ଯାହା ସ୍ଵପ୍ନରେ ଦେଖିଥିଲେ ସେଇଥିଯୋଗୁଁ) ।

ତାହାଙ୍କ ଉପଦେଶକମାନେ

ଏହି ଲୋକମାନେ ବିଶେଷ ଶକ୍ତି ଓ ଜ୍ଞାନ ଥିବା ଲୋକମାନେ ଯେଉଁମାନେ ସ୍ଵପ୍ନର ଅର୍ଥ କ’ଣ ତାହା କହିପାରିନ୍ତି । କିଛି ଅନୁବାଦରେ ସେମାନଙ୍କୁ “ବୁଦ୍ଧିମାନ୍ ଲୋକମାନେ” ବୋଲି କୁହାଯାଇଅଛି ।

ସ୍ଵପ୍ନଗୁଡିକର ଅର୍ଥ

ମିଶରରେ ଥିବା ଲୋକମାନେ ସେମାନଙ୍କର ଦେବତାମାନଙ୍କ ଦ୍ଵାରା ଭବିଷ୍ୟତରେ କ’ଣ ଘଟିବ ସେ ବିଷୟରେ କଥିତ ସମ୍ବାଦକୁ ବିଶ୍ଵାସ କରୁଥିଲେ । ଫାରୋଙ୍କୁ କ’ଣ ଘଟିବ ସେ ବିଷୟରେ ତାହାଙ୍କୁ ଜଣାଇବା ନିମନ୍ତେ ଈଶ୍ଵର ଫାରୋଙ୍କ ସ୍ଵପ୍ନଗୁଡିକ ବ୍ୟବହାର କଲେ ।