or_obs-tn/content/08/05.md

1.4 KiB

ଯୋଷେଫଙ୍କ ସହ ଶୟନ କରିବାକୁ ଚେଷ୍ଟା କଲେ

ଏହାକୁ ଅନ୍ୟ ଭାବରେ କୁହାଯିବ “ତାଙ୍କ ସହ ଯୌନ ସମ୍ପର୍କ ରଖିବା ନିମନ୍ତେ ଯୋଷେଫଙ୍କୁ ପ୍ରଲୋଭିତ କଲେ ।” “ଶୟନ କରିବା” ହେଉଛି ଏହାକୁ ଏପରି ଭାବେ ପ୍ରକାଶ କରିବା ଯେପରି ଏହା କ୍ରୁର କିମ୍ବା ଆପତ୍ତିଜନକ ଶବ୍ଦ ହେବ ନାହିଁ ।

ଈଶ୍ଵରଙ୍କ ବିରୁଦ୍ଧରେ ପାପ କରିବା

ଯଦି କୌଣସି (ସ୍ତ୍ରୀ ଓ ପୁରୁଷ) ବିବାହ ନ କରି ଯୌନ ସମ୍ପର୍କ ସ୍ଥାପନ କରନ୍ତି ତେବେ ଏହା ଈଶ୍ଵରଙ୍କ ନିୟମ ବିରୁଦ୍ଧରେ ଏକ ପାପ ଅଟେ । ଈଶ୍ଵରଙ୍କର ନିୟମର ଅନାଜ୍ଞାବହ ହୋଇ ପାପ କରିବାକୁ ଯୋଷେଫ ଇଛା କଲେ ନାହିଁ ।

ପରମେଶ୍ଵରଙ୍କୁ ବିଶ୍ଵସ୍ତ ହୋଇରହିଲେ

ଅନ୍ୟ ପ୍ରକାରେ ଏହାକୁ କହିବାକୁ ଗଲେ ଏହା ଏହିପରି ହେଇପାରେ,''ନିରନ୍ତର ପରମେଶ୍ଵରଙ୍କର ଆଜ୍ଞାକୁ ପାଳନ କଲେ