or_obs-tn/content/08/01.md

1.4 KiB

ପଠାଇଲେ

ଏହି ଶବ୍ଦ ବୁଝାଏ ଯେ ଯୋଷେଫଙ୍କୁ ଯିବା ନିମନ୍ତେ ଯାକୁବ କହିଲେ ଏବଂ ଯୋଷେଫ ଗଲେ ।

ପ୍ରିୟ ପୁତ୍ର

ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରିବ “ସେ ତାଙ୍କ ଅନ୍ୟ ସନ୍ତାନସନ୍ତତିମାନଙ୍କ ଅପେକ୍ଷା ଯେଉଁ ପୁତ୍ରଙ୍କୁ ଅଧିକ ପ୍ରେମ କରୁଥିଲେ ।”

ଯାଞ୍ଚ କରିବା

ଏହାର ଅର୍ଥ ହେଉଅଛି ଯୋଷେଫ ଯାଇ ସେମାନଙ୍କର ଭାଇମାନେ ଠିକ୍ ରେ ଅଛନ୍ତି ନା ନାହିଁ ତାହା ଦେଖିବେ । କିଛି ଭାଷା ଏହି ପ୍ରକାରେ କିଛି କହିପାରେ “ତାହାଙ୍କ ଭାଇମାନଙ୍କ ଭଲ ଦେଖିବାକୁ ।”

ଭାଇମାନେ

ଏମାନେ ଯୋଷେଫଙ୍କ ବଡ ଭାଇମାନେ ଥିଲେ ।

ପଲଗୁଡିକର ଯତ୍ନ ନେବା

ଯେହେତୁ ଏହା ଅନେକ ଦିନର ଯାତ୍ରା ଥିଲା, ତେଣୁ ଏହାକୁ ଏହି ପ୍ରକାରେ କହିବା ଆବଶ୍ୟକ ଅଟେ “ଯେଉଁମାନେ ସେମାନଙ୍କର ଯତ୍ନ ନେଇ ଦୂରରେ ରହୁଥିଲେ ।”