or_obs-tn/content/07/09.md

608 B

ଆପଣଙ୍କ ଦାସ ଯାକୁବ

ଯାକୁବ ପ୍ରକୃତରେ ଏଷୌଙ୍କ ଦାସ ନ ଥିଲେ । କିନ୍ତୁ ଯାକୁବ ତାଙ୍କ ଦାସଗଣଙ୍କୁ ଏହା ଏଥିଯୋଗୁଁ କହିଥିଲେ ଯେ ସେ ଏଷୌଙ୍କ ନିକଟକୁ ନମ୍ରତାର ସହ ଓ ସମ୍ମାନର ସହ ଆସୁଅଛନ୍ତି ଏହା ଯେପରି ଏଷୌ ଦେଖିପାରିବେ, ଯେପରିକି ଏଷୌ ତାଙ୍କ ପ୍ରତି ଆଉ କ୍ରୋଧ କରିବେ ନାହିଁ ।