or_obs-tn/content/07/08.md

558 B

କୋଡିଏ ବର୍ଷ ପରେ

ଯାକୁବଙ୍କ ମାତା ଯେଉଁ ଦେଶରେ ବାସ କରୁଥିଲେ, ସେଠାରେ ସେ କୋଡିଏ ବର୍ଷ ବାସ କଲେ ।

ଯଦି ତାହା ସ୍ପଷ୍ଟ ନୁହେ, ଆପଣ ଏହି ପ୍ରକାରେ କହିପାରନ୍ତି

“ତାଙ୍କ ସମ୍ପର୍କୀୟମାନେ ଯେଉଁ ଦେଶରେ ବାସ କରୁଥିଲେ ସେଠାରେ କୋଡିଏ ବର୍ଷ ବାସ କଲା ପରେ ।”