or_obs-tn/content/07/06.md

2.0 KiB

ଏଷୌଙ୍କର ଯୋଜନା

ପିତାଙ୍କ ମୃତ୍ୟୁପରେ ଯାକୁବଙ୍କୁ ହତ୍ୟା କରିବା ନିମନ୍ତେ ଏଷୌ ଯୋଜନା କରିଥିଲେ ।

ସେ ଏବଂ ଇସ୍‍ହାକ ଯାକୁବଙ୍କୁ ଦୂରକୁ ପଠାଇଦେଲେ

ଏଷୌଙ୍କଠାରୁ ରକ୍ଷା କରିବା ନିମନ୍ତେ ରିବିକା ଚାହିଁଲେ ତେଣୁ ସେ ଯାକୁବଙ୍କୁ ଦୂରକୁ ପଠାଇଦେବା ନିମନ୍ତେ ସେ ଇସ୍‍ହାକଙ୍କ ସହ କଥାବାର୍ତ୍ତା କଲେ ।

ତାହାଙ୍କ ସମ୍ପର୍କୀୟମାନଙ୍କ ସହ ବାସ କରିବା ନିମନ୍ତେ ଦୂର ସ୍ଥାନକୁ

ଇସ୍‍ହାକଙ୍କ ସ୍ତ୍ରୀ ହେବା ନିମନ୍ତେ ଅବ୍ରହାମ ତାହାଙ୍କ ଦାସମାନଙ୍କୁ ରିବିକା ଯେଉଁ ସ୍ଥାନରେ ରହୁଥିଲେ, ତାହା ସେହି ସ୍ଥାନ ହିଁ ଥିଲା । ଏହାକୁ ସ୍ପଷ୍ଟ କରିବା ନିମନ୍ତେ ଆପଣ ଏହିପରି କହିପାରନ୍ତି “ସେହି ଦେଶରେ ଥିବା ସମ୍ପର୍କୀୟମାନେ ଯେଉଁଠି ସେ (ରିବିକା) ବାସ କରୁଥିଲେ ।” ସେହି ଦେଶ ପୂର୍ବ ଦିଗରେ ଶହ ଶହ ମାଇଲ ଦୂରରେ ଥିଲା ।

ତାଙ୍କର ସମ୍ପର୍କୀୟମାନେ

ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରିବ “ସେମାନଙ୍କର ସମ୍ପର୍କୀୟମାନେ।” ଯେହେତୁ ଅବ୍ରହାମଙ୍କର ଭାଇ ରିବିକାଙ୍କର ଜେଜେବାପା ଥିଲେ, ତେଣୁ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଇସାହାକଙ୍କର ସମ୍ପର୍କୀୟ ଥିଲେ ।