or_obs-tn/content/07/04.md

568 B

ଯାକୁବ ଇସ୍‍ହାକ ନିକଟକୁ ଆସିଲେ

କିଛି ଭାଷାରେ ''ଯାକୁବ ଇସ୍‍ହାକଙ୍କ ପାଖକୁ ଗଲେ'',ଏହି ପ୍ରକାରେ କହିଲେ ଏହା ଅଧିକ ସ୍ଵାଭାବିକ ହୋଇପାରେ ।

ସେ ଭାବିନେଲେ ଯେ ତାହା (ସେ) ଏଷୌ ଥିଲେ

ସେ ଭାବିଲେ ଯେ ସେ ଯେଉଁ ବ୍ୟକ୍ତିଙ୍କୁ ଛୁଇଁ ଶୁଙ୍ଘିଲେ, ସେ ଏଷୌ ହିଁ ଥିଲେ ।