or_obs-tn/content/06/07.md

2.0 KiB

ରିବିକାଙ୍କର ଶିଶୁମାନେ ଜନ୍ମଲାଭ କଲେ

କିଛି ଭାଷାରେ ଏହାକୁ ନିମ୍ନ ପ୍ରକାରେ ପରୋକ୍ଷ ଅଧିକ ଭାବେ କହିବାର ରହିଛି “ଯେତେବେବେଳେ ରିବିକା ଦେଖି ସେମାନଙ୍କୁ ନେଲେ” କିମ୍ବା “ଯେତେବେଳେ ରିବିକା ସେମାନଙ୍କୁ ଆଲୋକକୁ ଆଣିଲେ ।”

ଜ୍ୟେଷ୍ଠ ପୁତ୍ର...କନିଷ୍ଠ ପୁତ୍ର

ଏହାକୁ ଏହି ପ୍ରକାରେ ଅନୁବାଦ କରାଯାଇପାରେ “ପ୍ରଥମ ପୁତ୍ର ବାହାରହୋଇ ଆସିଲେ; ଦ୍ବିତୀୟ ପୁତ୍ର ବାହାରହୋଇ ଆସିବାକୁ ଥିଲା ।” “ଜ୍ୟୋଷ୍ଠ” ଓ “କନିଷ୍ଠ”କୁ ଯେପରି ଭାବରେ ଅନୁବାଦ କରାଯାଇଛି ତାହା ଯେପରି ସେମାନଙ୍କୁ ଯାଆଁଳା ଭାଇ ଭାବରେ ଦର୍ଶାଇବ, ତାହା ସୁନିଶ୍ଚିତ କରନ୍ତୁ ।

ଲୋହିତ

ଏହାର ଅର୍ଥ ହେଉଛି ତାହାଙ୍କ ଚର୍ମ ବହୁତ ନାଲି ଥିଲା କିମ୍ବା ତାହାଙ୍କ ଶରୀରର କେଶ ବହୁତ ନାଲି ଥିଲା ।

କେଶଯୁକ୍ତ ବା ଲୋମଶ

ଏଷୌଙ୍କର ଶରୀରରେ ବହୁତ କେଶ ରହିଥିଲା । ଆପଣ କହିପାରନ୍ତି “ଜ୍ୟୋଷ୍ଠ ପୁତ୍ରଙ୍କର ଶରୀରରେ ଅଧିକ କେଶ ସହ ସେଗୁଡିକ ନାଲି ଥିଲା ।”

ଏକ ବାଇବଲର କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: