or_obs-tn/content/06/06.md

1.2 KiB

ଦୁଇ ସନ୍ତାନଙ୍କଠାରୁ

ତାହାର ଅର୍ଥ ହେଉଛି “ଦୁଇ ସନ୍ତାନଙ୍କଠାରୁ ଜାତ ବଂଶଧରମାନେ ।”

ସେମାନେ ପରସ୍ପର ସହ ସଂଘର୍ଷ କରିବେ

ଉଭୟ ପୁତ୍ର ଓ ସେମାନଙ୍କଠାରୁ ଜାତ ଦେଶଗୁଡିକ ନିରନ୍ତର ସେମାନଙ୍କ ମଧ୍ୟରେ ଯୁଦ୍ଧ କରିବେ । 06-05 ଏହା ସହ ତୁଳନା କରନ୍ତୁ ।

ଜ୍ୟୋଷ୍ଠ ପୁତ୍ର

ଶିଶୁମାନେ ଜାଆଁଳା ଥିବା ସମୟରେ ସୁଦ୍ଧା, ଯେଉଁ ଶିଶୁ ପ୍ରଥମେ ବାହାରି ଆସିବ ତାହାକୁ ଜ୍ୟେଷ୍ଠ ବୋଲି ଧରାଯାଉଥିଲା ।

କନିଷ୍ଠର ସେବା କରିବ

ଏହାକୁ ଏହି ପ୍ରକାରେ ଅନୁବାଦ କରାଯାଇପାରିବ “କନିଷ୍ଠ ପୁତ୍ର ଜ୍ୟେଷ୍ଠ ପୁତ୍ରଙ୍କୁ ଯାହା କରିବା ପାଇଁ କହିବେ ସେ ତାହା କରିବେ ।”