or_obs-tn/content/06/01.md

1.5 KiB

ତାଙ୍କ ଦାସମାନଙ୍କ ମଧ୍ୟରୁ ଜଣକୁ ପଠାଇଲେ

ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରିବ “ତାଙ୍କ ଦାସମାନଙ୍କ ମଧ୍ୟରୁ ଜଣକୁ ଫେରିଯିବା ପାଇଁ କହିଲେ ।” “ଫେରିବା” ଶବ୍ଦଟି ବୁଝାଏ ଯେ ଅବ୍ରହାମ କିଣାନକୁ ଆସିବା ପୂର୍ବରୁ ଯେଉଁ ଦେଶରେ ବାସ କରୁଥିଲେ ସେହି ଦେଶକୁ ସେହି ଦାସ ପୁଣିଥରେ ଯିବା ବୁଝାଏ । ଏହି ବାକ୍ୟାଂଶ ତାହାକୁ ସ୍ପଷ୍ଟ କରେ ନା ନାହିଁ ତାହାକୁ ସୁନିଶ୍ଚିତ କରନ୍ତୁ ।

ସେହି ଦେଶକୁ

ଅବ୍ରହାମ ବର୍ତ୍ତମାନ ଯେଉଁ ଦେଶରେ ବାସ କରୁଥିଲେ ସେଥିର ପୂର୍ବକୁ ସେହି ଦେଶ ରହିଥିଲା ।

ତାହାଙ୍କ ପୁତ୍ର ଇସାହାକ ନିମନ୍ତେ ଜଣେ ସ୍ତ୍ରୀ ଆଣିବା ନିମନ୍ତେ

ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ “ତାହାଙ୍କ ପୁତ୍ର ଇସ୍‍ହାକଙ୍କ ନିମନ୍ତେ ଏକ ଅବିବାହିତ କନ୍ୟା ବିବାହ କରିବା ନିମନ୍ତେ ଆଣିବା ।”