or_obs-tn/content/05/09.md

569 B

ଏକ ମେଷ

ଏକ ମେଷ ଏକ ପୁଂ ଛେଳି ବା ଛାଗଳ ଅଟେ । ମେଷ/ଛାଗଳ ମଧ୍ୟ ଏକ ପଶୁ ଥିଲା ଯାହାକୁ ଲୋକମାନେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରୁଥିଲେ ।

ଈଶ୍ଵର ମେଷ ଯୋଗାଇଲେ

ଠିକ୍ ଉପଯୁକ୍ତ ସମୟରେ ଈଶ୍ଵର ସେହି ମେଣ୍ଢାକୁ ବା ପୁରୁଷ ଛାଗଳକୁ ବୁଦା ମଧ୍ୟରେ ଥିଲା ।