or_obs-tn/content/05/06.md

1.7 KiB

ଈଶ୍ଵର ଅବ୍ରହାମଙ୍କ ବିଶ୍ଵାସସ ପରୀକ୍ଷା କଲେ

ଅବ୍ରହାମ ଯେ ସମ୍ପୂର୍ଣ୍ଣରୂପେ ଈଶ୍ଵରଙ୍କ ନିକଟରେ ଉତ୍ସର୍ଗୀକୃତ ଓ ଈଶ୍ଵର ଯାହା କହିବେ ତାହା ଯେପରି ସେ ଆଜ୍ଞାବହ ହେବେ ତାହା ଯେପରି ଅବ୍ରହାମ ଦେଖାଇବେ ତାହା ଈଶ୍ଵର ଚାହିଁଥିଲେ ।

ତାହାଙ୍କୁ ହତ୍ୟା କର

ଈଶ୍ଵର ମାନବ ବଳି ଚାହାନ୍ତି ନାହିଁ । ଅବ୍ରହାମ ତାଙ୍କ ନିଜ ପୁତ୍ର ଅପେକ୍ଷା ଈଶ୍ଵରଙ୍କୁ ଅଧିକ ପ୍ରେମ କରୁଅଛନ୍ତି ନା ନାହିଁ ତାହା ଦେଖିବା ନିମନ୍ତେ ଈଶ୍ଵର ଚାହୁଁଥିଲେ ଏବଂ ସେ ତାହାଙ୍କ ପୁତ୍ରଙ୍କୁ ପୁନର୍ବାର ଦେଇଦେବା ନିମନ୍ତେ କହିଲେ ସୁଦ୍ଧା ସେ ଈଶ୍ଵରଙ୍କ ଆଜ୍ଞାବହ ହେଉଛନ୍ତି ନା ନାହିଁ ତାହା ଦେଖିବା ନିମନ୍ତେ ଚାହିଁଲେ ।

ବଳି ନିମନ୍ତେ ପ୍ରସ୍ତୁତ

ଅବ୍ରହାମ ତାହାଙ୍କ ପୁତ୍ରଙ୍କୁ ବଳି ଦେବା ନିମନ୍ତେ ପ୍ରସ୍ତୁତ ହେଲେ । ସେ ତାହାଙ୍କ ପୁତ୍ରଙ୍କୁ ହତ୍ୟା କରିବା ପୂର୍ବରୁ ଈଶ୍ଵର ତାହାଙ୍କୁ ଅଟକାଇ ଥିଲେ ।