or_obs-tn/content/05/05.md

446 B

ତାଙ୍କ ପରିବାରର ସମସ୍ତ ବୟସ୍କ ପୁରୁଷ

ଏହାର ଅର୍ଥ ହେଉଛି ଅବ୍ରହାମ ଯେଉଁ ଲୋକମାନଙ୍କର ଦାୟିତ୍ଵରେ ଥିଲେ ତାଙ୍କ ପରିବାରର ଏପରି ପୁଂସନ୍ତାନ ଯେଉଁଥିରେ ତାଙ୍କ ପୁରୁଷ ଯୁବା ଓ ବୃଦ୍ଧ ଦାସମାନେ ଥିଲେ ।