or_obs-tn/content/05/04.md

1.7 KiB

(ଈଶ୍ଵର ଅବ୍ରାମଙ୍କୁ କହିବା ଜାରିରଖିଲେ।”)

ପ୍ରତିଜ୍ଞାର ସନ୍ତାନ ବା ପୁତ୍ର

ଈଶ୍ଵର ସାରୀ ଓ ଅବ୍ରାମଙ୍କୁ ଯେଉଁ ସନ୍ତାନଙ୍କ ବିଷୟରେ ପ୍ରତିଜ୍ଞା କରିଥିଲେ ଇସାହାକ ସେହି ପୁତ୍ର ହେବେ । ସେ ମଧ୍ୟ ସେହି ପୁତ୍ର ହେବେ ଯାହାଙ୍କୁ ଅବ୍ରାମଙ୍କର ଅନେକ ବଂଶ ହେବାରେ ଈଶ୍ଵର ବ୍ୟବହାର କରିବେ ।

ମୁଁ ତାଙ୍କ ସହିତ ମୋର ପ୍ରତିଜ୍ଞା କରିବି

ଏହା ସେହି ସମାନ ପ୍ରତିଜ୍ଞା ଯାହା ଈଶ୍ଵର ଅବ୍ରାମଙ୍କ ସହ କରିଥିଲେ ।

ବହୁ ଲୋକର ପିତା

ଈଶ୍ଵର ପ୍ରତିଜ୍ଞା କରିଥିବା ଅନୁଯାୟୀ, ଅବ୍ରହାମ ଅନେକ ଲୋକର ପୂର୍ବ ପୁରୁଷ ହେବେ ଯେଉଁମାନେ ଏପରିକି ଅନେକ ଦେଶ ହେବେ ।

ରାଜକନ୍ୟା

ରାଜକନ୍ୟା ହେଉଛନ୍ତି ଜଣେ ରାଜାଙ୍କର କନ୍ୟା ବା ଝିଅ । ସାରାଇ ଓ ସାରା ଉଭୟ ଅର୍ଥ “ରାଜକନ୍ୟା” ପରି ଜଣାପଡେ । କିନ୍ତୁ ସେ ଅନେକ ଦେଶର ମାତା ହେବେ ଓ ତାଙ୍କର କିଛି ବଂଶଧର ରାଜା ହେବେ ବୋଲି ଦର୍ଶାଇବା ନିମନ୍ତେ ଈଶ୍ଵର ତାଙ୍କ ନାମ ପରିବର୍ତ୍ତନ କଲେ ।