or_obs-tn/content/05/03.md

1.1 KiB

ଅନେକ ଦେଶର ପିତା

ଅବ୍ରାମଙ୍କର ଅନେକ ବଂଶଧର ହେବେ, ଏବଂ ସେମାନଙ୍କର ନିଜର ଦେଶ ହେବ ଓ ସେମାନେ ନିଜକୁ ନିଜେ ଶାସନ କରିବେ । ସେମାନେ ଓ ଅନ୍ୟମାନେ ସ୍ମରଣ କରିବେ ଯେ ଅବ୍ରାମ ସେମାନଙ୍କର ଆଦିପିତା ଏବଂ ତାହାଙ୍କୁ ସମ୍ମାନ ଦେବେ ।

ମୁଁ ସେମାନଙ୍କର ଈଶ୍ଵର ହେବି

ଏହାକୁ ଅନ୍ୟ ଭାବରେ କହିଲେ, “ସେମାନେ ଯେଉଁ ଈଶ୍ଵରଙ୍କର ଉପାସନା କରିବେ ସେ ସେମାନଙ୍କର ସେହି ଈଶ୍ଵର ହେବେ ।”

ତୁମ୍ଭ ପରିବାରର ପ୍ରତ୍ୟେକ ପୁଂସନ୍ତାନ ହେବ

ଏହାକୁ “ତୁମ୍ଭ ପରିବାରର ପ୍ରତ୍ୟେକ ବାଳକ ଓ ପୁରୁଷ ।” ଏହା ଅବ୍ରାମଙ୍କ ଦାସମାନେ ଓ ବଂଶଧରକୁ ଅନ୍ତର୍ଭୁକ୍ତ କରେ ।