or_obs-tn/content/05/02.md

713 B

ବିବାହ କଲେ

ହାଗାର ଅବ୍ରାମଙ୍କର ଉପପତ୍ନୀ ଅର୍ଥାତ୍, “ଦ୍ୱିତୀୟ ପତ୍ନୀ” ହେଲେ ଯାହାର ସ୍ଥିତି ନିମ୍ନ । ହାଗାର ଏବେ ସୁଦ୍ଧା ସାରାଙ୍କର ଦାସୀ ଥିଲେ ।

ହାଗାର ପ୍ରତି ଈର୍ଷାନ୍ମିତ ହେଲେ

ସାରା ହାଗାରଙ୍କ ପ୍ରତି ଈର୍ଷାନ୍ମିତ ଥିଲେ କାରଣ ସାରାଙ୍କର ଗର୍ଭ ଧାରଣ ବା ସନ୍ତାନ ଜନ୍ମ ହୋଇଥିଲା, କିନ୍ତୁ ସାରା ନିଃସନ୍ତାନ ଥିଲେ ।