or_obs-tn/content/04/09.md

1.5 KiB

ଦୁଇ ପକ୍ଷ

ଦୁଇ ପକ୍ଷ ହୋଇପାରନ୍ତି ଦୁଇଜଣ ବ୍ୟକ୍ତି, ଦୁଇ ଦଳ ହୋଇଥିବା ଲୋକମାନେ କିମ୍ବା ଜଣେ ବ୍ୟକ୍ତି ଓ ଦଳେ ଲୋକ । ଏହି କ୍ଷେତ୍ରରେ ବୁଝାମଣାପତ୍ରଟି ଈଶ୍ଵର ଓ ଅବ୍ରାମଙ୍କ ସହ ହୋଇଥିଲା ।

ତୁମ ନିଜ (ଶରୀର)ଠାରୁ

ତାଙ୍କ ନିଜ ଶରୀର ଦ୍ଵାରା ଅବ୍ରାମ ତାଙ୍କ ସ୍ତ୍ରୀଙ୍କୁ ଗର୍ଭବତୀ କରାଇବେ, ଯେପରିକି ସେମାନେ ଉଭୟେ ନିଜର ବାସ୍ତବ ସନ୍ତାନ ପ୍ରାପ୍ତ ହେବେ । ଏହା ଏକ ଆଶ୍ଚର୍ଯ୍ୟକର ପ୍ରତିଜ୍ଞା ଥିଲା, ଯେହେତୁ ଅବ୍ରାମ ଓ ସାରାଇ ଅତି ବୃଦ୍ଧ ଥିଲେ ।

ପୁତ୍ର ହେଲା ନାହିଁ

ଅବ୍ରାମଙ୍କର ଏବେ ସୁଦ୍ଧା କୌଣସି ବଂଶଧର ହେଲେ ନାହିଁ ଯିଏ ଦେଶ ଅଧିକାର କରିବେ ।

ଏକ ବାଇବଲର କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ:

ଆଦିପୁସ୍ତକ 11

15