or_obs-tn/content/04/07.md

945 B

ମଲ୍ଲକୀଷେଦକ

ମଲ୍ଲକୀଷେଦକ ହେଉଛନ୍ତି କିଣାନର ବିଶିଷ୍ଠ ଧର୍ମୀୟ କ୍ଷମତାପ୍ରାପ୍ତ ବ୍ୟକ୍ତି ଯିଏ ଦାନ ଗ୍ରହଣ କରି ଈଶ୍ଵରଙ୍କୁ ଅର୍ପଣ କରୁଥିଲେ ।

ସର୍ବୋପରିସ୍ଥ ଈଶ୍ଵର

କିଣାନର ଲୋକମାନେ ଅନେକ ମିଥ୍ୟା ଈଶ୍ଵରଙ୍କର ଉପାସନା କରୁଥିଲେ । “ସର୍ବୋପରିସ୍ଥ ଈଶ୍ଵର” ପଦବୀ ବୁଝାଏ ଯେ ମଲ୍ଲକୀଷେଦକ ଉପାସନା କରୁଥିବା ଈଶ୍ଵର ସେ ସମସ୍ତଙ୍କଠାରୁ ମହାନ୍ ଥିଲେ, ଏବଂ ଅବ୍ରାମ ଯେଉଁ ଈଶ୍ଵରଙ୍କର ଉପାସନା କରୁଥିଲେ ସେ ସେହି ଈଶ୍ଵର ଥିଲେ ।