or_obs-tn/content/04/05.md

1.3 KiB

ସେ ନେଲେ

କିଛି ଭାଷାରେ ଏହା “ସେ ଆଣିଲେ” ହେବ । ଅନ୍ୟ ଭାଷାଗୁଡିକରେ ଏଠାରେ ଦୁଇଗୋଟି ଭିନ୍ନ ଭିନ୍ନ କ୍ରିୟା ବାଚକ ଶବ୍ଦ ବ୍ୟବହୃତ ହୋଇଛି, “ସେ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସହିତ ଆସିବାକୁ ଦେଲେ” ଏବଂ “ସେ ସେମାନଙ୍କ ସମସ୍ତ ଦାସ ଓ ସମ୍ପଦ ସହ ଆଣିଲେ ।”

ଈଶ୍ବର ତାହାଙ୍କୁ ଦେଖାଇଲେ

ଅବ୍ରାମ କେଉଁଠାକୁ ଯିବାକୁ ଥିଲା ତାହା ଈଶ୍ଵର କୌଣସିପ୍ରକାରେ ତାଙ୍କୁ ଦେଖାଇଲେ । ଈଶ୍ଵର କିପରି ତାଙ୍କୁ ଦେଖାଇଲେ, ସେ ବିଷୟରେ ଏହି ଶାସ୍ତ୍ରାଂଶରେ କିଛି ଲେଖାନାହିଁ ।

କିଣାନ ଦେଶ

ଏହି ଦେଶର ନାମ “କିଣାନ” ଥିଲା । ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ “କିଣାନ ବୋଲି କୁହାଯାଉଥିବା ଦେଶ ।”