or_obs-tn/content/04/02.md

443 B

ଆକାଶକୁ ଛୁଇଁବା ନିମନ୍ତେ ଲମ୍ବା ଗଡ ବା ଦୁର୍ଗ

ଏହି ଗଠନ ପ୍ରକାର ଏପରି ଉଚ୍ଚ ଥିଲା ଯେ ଏହାର ଉପର ଭାଗ ଆକାଶକୁ ଛୁଇଁ ପାରିବ ।

ସ୍ଵର୍ଗ

ଏହାକୁ “ପ୍ରଥମ ସ୍ତରର ଆକାଶ” (sky) ଭାବରେ ଅନୁବାଦ କରାଯାଇପାରେ ।