or_obs-tn/content/04/01.md

1.0 KiB

ଜଳପ୍ଳାବନର ଅନେକ ବର୍ଷ ପରେ

ଜଳପ୍ଳାବନର ଶେଷଠାରୁ ଅନେକ ପିଢୀ ଯାଇଥିଲା ।

ପୁନର୍ବାର ଅନେକ ଲୋକ

ନୋହଙ୍କ ପରିବାର ଏତେ ଗୁଣରେ ବୃଦ୍ଧି ପାଇଲେ ଯେ ସେମାନେ ଏକ ନଗର ପୂର୍ଣ୍ଣ କରିବା ନିମନ୍ତେ ଯଥେଷ୍ଟ ଥିଲେ ।

ଗୋଟିଏ ଭାଷା

ଏହାର ଅର୍ଥ ହେଉଛି ସେଠାରେ କେବଳ ଗୋଟିଏ ଭାଷା ହିଁ ପ୍ରଚଳିତ ହେଉଥିଲା, ତେଣୁ ସେମାନେ ପରସ୍ପରକୁ ବୁଝିପାରୁଥିଲେ ।

ଏକ ନଗର

“ନଗର” ନିମନ୍ତେ ଏକ ସାଧାରଣ ଶବ୍ଦ ବ୍ୟବହାର କରିବା ସର୍ବୋତ୍ତମ ହେବ ଯେହେତୁ ସେହି ଅଂଶ ନିର୍ଦ୍ଧିଷ୍ଟ ନାମ ପ୍ରଦାନ କରେନାହିଁ ।