or_obs-tn/content/03/16.md

2.1 KiB

ମେଘଧନୁ

ଏହା ଆଲୋକ ଚକ୍ରର ବିବିଧ ରଙ୍ଗ ଯାହା ଝଡବର୍ଷା ହେବା ପରେ ଅନେକ ସମୟରେ ଆକାଶରେ ଦେଖାଦିଏ ।

ଏକ ଚିହ୍ନ

ଚିହ୍ନ ହେଉଛି କିଛି ବିଷୟ (ଯେପରିକି ଏକ ବସ୍ତୁ ବା ଘଟଣା) ଯାହା କିଛି ସତ୍ୟ ବିଷୟ ବା ଘଟିବାକୁ ଯାଉଥିବା କିଛି ବିଷୟର କିଛି ନିର୍ଦ୍ଧିଷ୍ଟ ଅର୍ଥ ପ୍ରଦାନ କରିଥାଏ କିମ୍ବା ଏ ବିଷୟକୁ ସୂଚୀତ କରିଥାଏ ।

ତାହାଙ୍କ ପ୍ରତିଜ୍ଞାର ଏକ ଚିହ୍ନ ଭାବରେ

କିଛି ଭାଷାରେ ଏହା ଏହି ପ୍ରକାରେ କହିବା ଅଧିକ ଉତ୍ତମ ହେବ “ସେ ପ୍ରତିଜ୍ଞା କରିଥିଲେ ବୋଲି ଦେଖାଇବା ।”

ପ୍ରତି ଥର

ସେହି ସମୟରୁ ଯେତେଥର ମେଘଧନୁ ଦେଖାଦେଇଛି ସେହି ସମସ୍ତ ବୋଲି ଏହା ବୁଝାଏ ଏହା ସ୍ବଷ୍ଟ ଭାବେ ଲୋକମାନେ ବୁଝିପାରିଥିବାର ସୁନିଶ୍ଚିତ କରନ୍ତୁ । ଏହି ବାକ୍ୟ ମଧ୍ୟ ଯୋଗ କରିବାର ଆବଶ୍ୟକ ହୋଇପାରେ “ସେହି ସମୟଠାରୁ ପ୍ରତ୍ୟେକ ଥର ।”

ସେ ଯାହା ପ୍ରତିଜ୍ଞା କରିଅଛନ୍ତି

ଈଶ୍ଵର ଜଳପ୍ଳାବନ ଦ୍ବାରା ଆଉ କେବେ ପୃଥିବୀକୁ ବିନଷ୍ଟ କରିବେ ନାହିଁ ବୋଲି କରିଥିବା ପ୍ରତିଜ୍ଞାର ପୂର୍ବ ବକ୍ତବ୍ୟକୁ ସୁଚାଏ ।

ଏକ ବାଇବଲର କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: