or_obs-tn/content/03/15.md

1.4 KiB

ଆଉ ଥରେ

ଏହାର ଅର୍ଥ “ପୁନର୍ବାର ଆଉ ଥରେ ନୁହେଁ” କିମ୍ବା “କୌଣସି ସମୟରେ ଆଉ ଥରେ ନୁହେଁ” କିମ୍ବା “ପ୍ରକୃତରେ ଆଉଥରେ ନୁହେଁ ।” ଉଦାହରଣଗୁଡିକ: “ମୁଁ ଆଉ ଥରେ ଭୂମିକୁ ଅଭିଶାପ ଦେବିନାହିଁ” କିମ୍ବା “କୌଣସି ସମୟରେ ପୁନର୍ବାର ମୁଁ ଭୂମିକୁ ଅଭିଶାପ ଦେବିନାହିଁ” କିମ୍ବା “ପ୍ରକୃତରେ ମୁଁ ଆଉ କେବେ ଥରେ ଭୂମିକୁ ଅଭିଶାପ ଦେବିନାହିଁ ।”

ଭୂମିକୁ ଅଭିଶାପ ଦେବା

ମନୁଷ୍ୟର ପାପ ଯୋଗୁଁ ପୃଥିବୀ ଓ ଅନ୍ୟ ପ୍ରାଣୀମାନେ କ୍ଲେଶ ପାଇଲେ ।

ଜଗତ

ଏହା ପୃଥିବୀ ଓ ଏଥିରେ ଥିବା ଜୀବନ୍ତ ପ୍ରାଣୀମାନଙ୍କୁ ବୁଝାଏ ।

ଲୋକମାନେ ସାନବେଳୁ ହଁ ପାପ ସ୍ଵଭାବରେ ଅଟନ୍ତି

ଏହା କହିବାର ଅନ୍ୟ ଏକ ଉପାୟ ହେଉଛି “ଲୋକମାନେ ସାରା ଜୀବନ ପାପ ବିଷୟଗୁଡିକ କରିଥାନ୍ତି ।”