or_obs-tn/content/03/13.md

1.4 KiB

ଦୁଇମାସ ପରେ

ଏହାର ଅର୍ଥ ହେଉଛି ନୋହ କପୋତକୁ ଜାହାଜରୁ ଛାଡିବାର ଦୁଇମାସ ପରେ । ଯଦି ଏହା ସ୍ପଷ୍ଟ ଭାବରେ ଲୋକମାନେ ବୁଝିନାହାନ୍ତି, ତେବେ ଏହାକୁ ସଠିକ୍ ଭାବରେ କହିବା ଆବଶ୍ୟକ ଅଟେ ।

ଅନେକ ସନ୍ତାନକୁ ଜାତ କର

ଏହା ଈଶ୍ବରଙ୍କ ଆଦେଶ ଓ ଇଛା ଥିଲା ବୋଲି ସ୍ବଷ୍ଟ କରିବାର ସୁନିଶ୍ଚିତ କରିବା ନିମନ୍ତେ ଆପଣ ଏହିପରି କହିପାରନ୍ତି “ତୁମେ ନିହାତି ଅନେକ ପୁତ୍ରକନ୍ୟା ଜାତ କରିବାକୁ ପଡିବ”, କିମ୍ବା “ତୁମେ ଅନେକ ପୁତ୍ରକନ୍ୟା ଜାତ କର ବୋଲି ମୁଁ ଚାହେଁ ।”

ପୃଥିବୀକୁ ପରିପୂର୍ଣ୍ଣ କର

ଯଦି ଏହା ସ୍ପଷ୍ଟ ନୁହେଁ, ତେବେ “ଲୋକମାନଙ୍କ ଦ୍ବାରା ପୃଥିବୀକୁ ପରିପୂର୍ଣ୍ଣ କର''କିମ୍ବା ''ତେଣୁ ସେଠାରେ(ପୃଥିବୀରେ)ଅନେକ ଲୋକ ବାସ କରି ପାରିବେ,'' ବୋଲି କହିବା ଆବଶ୍ୟକ ହୋଇପାରେ ।