or_obs-tn/content/03/12.md

540 B

ଆଉ ଏକ ସପ୍ତାହ ଅପେକ୍ଷା କଲେ

ଆପଣ ଏହାକୁ “ଅଧିକ ସାତ ଦିନ ଅପେକ୍ଷା କଲେ” ମଧ୍ୟ କହିପାରିବେ । “ଅପେକ୍ଷା କଲେ” ବାକ୍ୟାଂଶ ସୂଚାଏ ଯେ ନୋହ ପୁନର୍ବାର ସେହି କପୋତକୁ ପଠାଇବା ପୂର୍ବରୁ ପ୍ଳାବିତ ଜଳ ହ୍ରାସ ପାଇବା ପାଇଁ ସମୟକୁ ଅନୁମତି ଦେଉଥିଲେ ।