or_obs-tn/content/03/09.md

1.7 KiB

ବର୍ଷା ବନ୍ଦ ହେଲା

ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ “ବର୍ଷା ହେବା ବନ୍ଦ ହେଲା ।”

ଜାହାଜ ସ୍ଥିର ରହିଲା

ବର୍ଷାରୁ ଏତେ ଜଳ ହେଲା ଯେ ଏହା ପର୍ବତଗୁଡିକୁ ଆଚ୍ଛାଦିତ କରି ରଖିଥିଲା । ଏହି ଜାହାଜ ପର୍ବତଗୁଡିକ ଉପରେ ଭାସିବାକୁ ଲାଗିଲା, ଏବଂ ଯେତେବେଳେ ବର୍ଷା ଜଳ ହ୍ରାସ ହୋଇଗଲା, ଜାହାଜଟି ଜଳ ପତ୍ତନ କରିବାରୁ ଯାଇ ପର୍ବତ ଉପରେ ଲାଗି ରହିଲା ।

ଅଧିକ ତିନି ମାସ

ପରବର୍ତ୍ତୀ ତିନିମାସ ସମୟରେ ଜଳ ହ୍ରାସ ହୋଇ ହୋଇ ଗଲା ।

ପର୍ବତଗୁଡିକ ଦୃଶ୍ୟମାନ ହେଲେ

ଏହାକୁ ଅନ୍ୟ ଭାବରେ ଅନୁବାଦ କଲେ ଏହା ଏପରି ହେବ “ଦେଖାଯାଉଥିଲେ” କିମ୍ବା “ଆବିର୍ଭାବ ହେଲେ” ବା “ଦେଖାଯାଇପାରିବ”। ଏହା ଅଧିକ ସ୍ବଷ୍ଟ ହେବ ଯଦି ଆମେ ନିମ୍ନ ପ୍ରକାରେ କହିବା “ତିନି ମାସ ପରେ, ଜଳ ଏତେ ମାତ୍ରାରେ ହ୍ରାସ ହେବାରେ ଲାଗିଲା ଯେ ନୋହ ଓ ତାହାଙ୍କ ପରିବାର ପର୍ବତଗୁଡିକର ଶିଖରକୁ ସ୍ବଷ୍ଟ ଭାବରେ ଦେଖିପାରିଥିଲେ ।”