or_obs-tn/content/03/07.md

801 B

ବର୍ଷା, ବର୍ଷା ଓ କେବଳ ବର୍ଷା

ଏହା ଅସ୍ଵାଭାବିକ ଓ ଅତି ପ୍ରଚୁର ବର୍ଷା ହେବା ବିଷୟରେ ଗୁରୁତ୍ଵ ପ୍ରଦାନ କରେ । ଅନ୍ୟ ଭାଷାରେ ଏହାକୁ ଅନ୍ୟ ଭାବରେ ଗୁରୁତ୍ଵ ଆରୋପ କରାଯାଇପାରେ ।

ବାହାରି ଆସିବା

ଏହା ସୂଚାଏ ଯେ ପ୍ରଚୁର ପରିମାଣର ଜଳ ନିର୍ଗତ ହେଲା ।

ସମଗ୍ର ପୃଥିବୀ ଆଚ୍ଛାଦିତ ହେଲା

ଏହା ସମଗ୍ର ପୃଥିବୀ ଜଳପ୍ଳାବନ ଯୋଗୁଁ ଜଳ ଦ୍ବାରା ଆଚ୍ଛାଦିତ ହେବାକୁ ସୂଚାଏ ।