or_obs-tn/content/03/06.md

7 lines
1.3 KiB
Markdown

# ଈଶ୍ଵର ପ୍ରେରଣ କଲେ
ନୋହଙ୍କୁ ପଶୁମାନଙ୍କୁ ଦେଖିବାକୁ ପଡିନଥିଲା । ଈଶ୍ଵର ତାହାଙ୍କ (ନୋହଙ୍କ) ନିକଟକୁ ସେଗୁଡିକ ପ୍ରେରଣ କଲେ ।
# ବଳିଦାନ ନିମନ୍ତେ ବ୍ୟବହୃତ କରାଯାଇଅଛି
କିଛି ଭାଷାରେ ଏହିପରି କହିବା ଅଧିକ ଉତ୍ତମ ହେବ “ଈଶ୍ଵରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ନିମନ୍ତେ ଗ୍ରହଣଯୋଗ୍ୟ ପଶୁ ସମୁହ ।” ଈଶ୍ଵର ନିଷ୍ପତ୍ତି ଗ୍ରହଣ କଲେ ଯେ ଲୋକମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ଉଚିତ କିନ୍ତୁ କେବଳ ସେ ହିଁ ନିର୍ଦ୍ଧିଷ୍ଟ ପ୍ରକାରର ପଶୁ ଉତ୍ସର୍ଗ କରିବାକୁ ଅନୁମତି ଦେଲେ ।
# ଈଶ୍ଵର ନିଜେ ଜାହାଜର ଦ୍ଵାର ବନ୍ଦ କରିଦେଲେ
ଏହା ଗୁରୁତ୍ଵ ପ୍ରଦାନ କରେ ଯେ ଈଶ୍ଵର ନିଜେ ହିଁ ଜାହାଜର ଦ୍ଵାର ବନ୍ଦ କରିଦେଲେ ।