or_obs-tn/content/03/04.md

561 B

ନୋହ ସତର୍କ କରାଇଲେ

ନୋହ ପ୍ରତ୍ୟେକଙ୍କୁ କହିଲେ ଯେ ଈଶ୍ଵର କିପରି ଜଗତର ପାପ ଯୋଗୁଁ ଜଗତକୁ ବିନଷ୍ଟ କରିବାକୁ ଯୋଜନା କରିଅଛନ୍ତି ।

ଈଶ୍ଵରଙ୍କ ପ୍ରତି ଫେରିବା

ଏହାର ଅର୍ଥ ଏହା ହେଉଛି ଯେ ସେମାନେ ପାପ ନ କରି ଈଶ୍ଵରଙ୍କର ଆଜ୍ଞାବହ ହେବାର ଆରମ୍ଭ କରିବେ ।