or_obs-tn/content/03/02.md

1.6 KiB

ଅନୁଗ୍ରହ ପାଇଲେ

ଈଶ୍ଵର ନୋହଙ୍କଠାରେ ସନ୍ତୁଷ୍ଟ ଥିଲେ କାରଣ ସେ ଈଶ୍ଵରଙ୍କୁ ଭୟ କରୁଥିଲେ ଓ ତାଙ୍କର ଆଜ୍ଞାବହ ଥିଲେ । ତେଣୁ, ଯଦିଓ ନୋହ ପାପଶୂନ୍ୟ ନ ଥିଲେ, ତଥାପି ସେ ତାଙ୍କ ଉପରେ ଅନୁଗ୍ରହ କଲେ ଏବଂ ସେହି ମାରାତ୍ମକ ଜଳପ୍ଳାବନରୁ ତାଙ୍କ ପରିବାରକୁ ରକ୍ଷା କରିବା ନିମନ୍ତେ ଈଶ୍ଵର ଏକ ଯୋଜନା ପ୍ରସ୍ତୁତ କଲେ । ଭାବ ନାହିଁ ଯେ ନୋହ ଯେ ଭାଗ୍ୟବାନ ଥିଲେ କିମ୍ବା ସେ ଯେ ସେଥିରୁ ଖସି ଯାଇଥିଲେ ଏହା ସେପରି ନୁହେଁ । ବରଂ ଏହା ଈଶ୍ଵରଙ୍କ ପସନ୍ଦ ଥିଲା । ଜଳ ପ୍ଳାବନ - ଆପଣ କିପରି ଏହାକୁ 03-01] କିପରି ଅନୁବାଦ କର ତାହା ଦେଖନ୍ତୁ ।

ପ୍ରେରଣ କରିବାକୁ ଯୋଜନା କରିବା

ପୃଥିବୀକୁ ଜଳ ଦ୍ବାରା ଆଚ୍ଛାଦିତ କରିବା ନିମନ୍ତେ ବହୁତ୍ ବର୍ଷା ଆଣିବାକୁ ଯୋଜନା କଲେ । ଏହାର ଅର୍ଥ ହେଉଛି,ପ୍ରଚୁର ବର୍ଷାପାତ କରିବା ଦ୍ବାରା ଏକ ପ୍ଳାବନ ସୃଷ୍ଟି କରିବା ନିମନ୍ତେ ସେ ଯୋଜନା କଲେ ।