or_obs-tn/content/03/01.md

1.9 KiB

ଦୀର୍ଘ ସମୟ ପରେ

ଏହି କାହାଣୀ ସୃଷ୍ଟିର ଅନେକ ବଂଶ (ଶହ ଶହ ବର୍ଷ ପରେ) ପରେ ଘଟିଥିଲା ।

ଅତି ଦୁଷ୍ଟ ଓ ବିପ୍ଲବୀ

“ଦୁଷ୍ଟ ହୋଇଯାଇଥିଲେ ଓ ନୃଶଂସ ବିଷୟସବୁ କଲେ” କହିବା ଅତି ପ୍ରାକୃତିକ ହୋଇପାରେ ।

ଏହା ଅତି ମନ୍ଦ ଥିଲା

“ଲୋକମାନେ ଏପରି ଏକ କ୍ଷତିକାରକ ଓ ମନ୍ଦ ଭାବରେ ଆଚରଣ କରୁଥିଲେ ଯେ” କହିବା ଅଧିକ ସ୍ବଷ୍ଟ ହେବ ।

ଈଶ୍ଵର ବିନଷ୍ଟ କରିବାକୁ ନିଷ୍ପତ୍ତି ନେଲେ

ଏହାର ଅର୍ଥ ଏପରି ନୁହେଁ ଯେ ପୃଥିବୀ ସମ୍ପୂର୍ଣ୍ଣରୂପେ ବିନଷ୍ଟ ହେବ । ବରଂ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଏବଂ ଯେଉଁମାନେ ଏହିପରି ମନ୍ଦ ଓ ନୃଶଂସ କାଣ୍ଡ ଘଟାଇଥିଲେ ସେ ସମସ୍ତଙ୍କୁ ବିନଷ୍ଟ କରିବା ନିମନ୍ତେ ଈଶ୍ଵର ଯୋଜନା କଲେ । ଏହି ଜଳପ୍ଳାବନ ମଧ୍ୟ କ୍ଷେତର ସମସ୍ତ ପଶୁ ଓ ସମସ୍ତ ପକ୍ଷୀକୁ ମାରିଦେବ ।

ମହାପ୍ରଳୟକାରୀ ବନ୍ୟା

ଅତି ଗଭୀର ଜଳ ଯାହା ପୃଥିବୀକୁ ନିମର କରି ରଖିବ, ଏବଂ ଏପରି ସ୍ଥାନଗୁଡିକୁ ମଧ୍ୟ ଯେଉଁଠି ଭୂମି ସାଧାରଣତଃ ଶୁଷ୍କ ହୋଇଥାଏ, ଏବଂ ଏପରିକି ସର୍ବୋଚ୍ଚ ପର୍ବତଗୁଡିକୁ ଆଚ୍ଛାଦିତ କରିବ ।