or_obs-tn/content/02/12.md

1.7 KiB

ଭଲ ଓ ମନ୍ଦ ଜାଣି ଆମ୍ଭମାନଙ୍କ ପରି ହୋଇଅଛି

ଏଠାରେ, ଏହି ବାକ୍ୟାଂଶ ଆଦମ ଓ ହବା ଈଶ୍ଵରଙ୍କ ପରି ହେବାର ଏକ ନୂତନ ପଥକୁ ସୂଚାଏ । ଯେହେତୁ ସେମାନେ ପାପ କରିଥିଲେ, ତେଣୁ ସେମାନେ ମନ୍ଦ ବିଷୟରେ ଅବଗତ ହେଲେ ଏବଂ ଏହାକୁ ଅନୁଭବ କରିପାରୁଥିଲେ । ଆପଣ କହିପାରନ୍ତି “କାରଣ ସେମାନେ ବର୍ତ୍ତମାନ ଉଭୟ ଭଲ ଓ ମନ୍ଦ ଜାଣିପାରିଲେ ।“

ଫଳ

ନିର୍ଦ୍ଧିଷ୍ଟ ପ୍ରକାର ଫଳ ବିଷୟରେ ପ୍ରକାଶ କରାଯାଇନାହିଁ, ତେଣୁ ଫଳ ନିମନ୍ତେ ଥିବା ସାଧାରଣ ଶବ୍ଦ ବ୍ୟବହାର କରିବା ସର୍ବୋତ୍ତମ ହେବ ।

ଜୀବନବୃକ୍ଷ

ଏହା ଫଳ ଥିବା ଏକ ପ୍ରକୃତ ବୃକ୍ଷ । ଦେଖନ୍ତୁ01-11 । ଯଦି ଜଣେ ବ୍ୟକ୍ତି ଏହି ଫଳ ଖାଇବ ତେବେ ସେ ଚିରକାଳ ଜୀବନଧାରଣ କରିବ ଓ କେବେ ମରିବ ନାହିଁ ।

ଏକ ବାଇବଲର କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: ଆଦିପୁସ୍ତକ 3 << ପୂର୍ବରୁ | ତା’ପରେ >>