or_obs-tn/content/02/11.md

1.7 KiB

ଭୂମି ଶାପଗ୍ରସ୍ତ ହେଲା

ଆଦମଙ୍କ ଅନାଜ୍ଞାବହତାର ଏକ ଦଣ୍ଡ ଭାବରେ, ପୃଥିବୀ ଆଉ ଫଳବତୀ ହେବନାହିଁ । ଆଦମ ଖାଇବା ନିମନ୍ତେ ପ୍ରଚୁର ଫଳ ପାଇବାକୁ ଅତିଶୟ କଠିନ ପରିଶ୍ରମ କରିବାକୁ ପଡିବ ।

ତୁମ୍ଭେ ମରିବ

ସେମାନଙ୍କ ଅବାଧ୍ୟତାର ଅନ୍ତିମ ଦଣ୍ଡ ମୃତ୍ୟୁ ଥିଲା । ଆତ୍ମିକ ମୃତ୍ୟୁ ହେଉଛି ଈଶ୍ଵରଙ୍କଠାରୁ ଆମ୍ଭମାନଙ୍କର ପୃଥକୀକରଣ । ଶାରିରୀକ ମୃତ୍ୟୁ ହେଉଛି ଆମ୍ଭମାନଙ୍କ ଶରୀରରୁ ପୃଥକୀକୃତ ହେବା ।

ଧୂଳିକୁ ଫେରିଯିବା

ଈଶ୍ଵର ଧୂଳି ବା ମାଟିରୁ ଆଦମକୁ ନିର୍ମାଣ କଲେ ଏବଂ ତାହାକୁ ଜୀବନ ଦେଲେ । ପାପର ଫଳ ସ୍ବରୂପ, ତାହାର ଶରୀରରୁ ତାହାର ଜୀବନରୁ କାଢି ନିଆଯିବ ଏବଂ ଏହା ପଚିସଢି ପୁନର୍ବାର ଲୀନ ହେବ ।

ହବା, ଯାହାର ଅର୍ଥ “ଜୀବନ

ଦାତ୍ରୀ”

ସମସ୍ତ ଲୋକଙ୍କର ମାତା

ଏହାର ଅର୍ଥ ହେଉଅଛି ଯେ ସେ ସମସ୍ତ ଲୋକଙ୍କର ସ୍ତ୍ରୀଜାତ ପୂର୍ବପୁରୁଷ ହେବ । କିଛି ଭାଷାରେ କୁହାଯାଏ ଯେ “ସେ ସମସ୍ତ ଲୋକଙ୍କର ବୁଢୀ ମା ହେବେ ।”