or_obs-tn/content/02/06.md

1.7 KiB

ସେମାନଙ୍କ ଚକ୍ଷୁ ଖୋଲିଯାଇଥିଲା

ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ “ସେମାନେ ଜିନିଷ ବା ବିଷୟଗୁଡିକୁ ଭିନ୍ନ ଭାବରେ ଦେଖିଲେ ।” ଏହା ପରିପ୍ରକାଶର ଅର୍ଥ ହେଉଅଛି ବର୍ତ୍ତମାନ ସେମାନେ ପ୍ରଥମ ଥର ନିମନ୍ତେ କିଛି ବୁଝିପାରିଲେ । ଆପଣଙ୍କ ଭାଷାରେ, ଆପଣ ଏହାକୁ ଅନୁବାଦ କରିବା ନିମନ୍ତେ ବ୍ୟବହାର କରିପାରିବା ଭଳି ସମାନାର୍ଥକ ଥିବା ଏକ ପରିପ୍ରକାଶ ଥାଇପାରେ ।

ସେମାନେ ଉଲଗ୍ନ ଥିବାର ଅନୁଭବ କଲେ

ସେହି ପୁରୁଷ ଓ ସ୍ତ୍ରୀ ଈଶ୍ଵରଙ୍କର ଅନାଜ୍ଞାବହ ହେଲା ଉତ୍ତାରେ, ସେମାନେ ଉଲଗ୍ନ ହୋଇଥିବାର ଜାଣି ଲଜ୍ୟା ଅନୁଭବ କଲେ । ସେଇଥିଯୋଗୁଁ ସେମାନେ ସେମାନଙ୍କ ଉଲଗ୍ନ ଶରୀରକୁ ଆଚ୍ଛାଦନ କରିବା ନିମନ୍ତେ ପତ୍ର ଗୁଡ଼ିକୁ ବ୍ୟବହାର କଲେ ।

ସେମାନଙ୍କ ଶରୀରକୁ ଆଚ୍ଛାଦନ କରିବା

ପୁରୁଷ ଓ ସ୍ତ୍ରୀ ଈଶ୍ଵରଙ୍କଠାରୁ ନିଜକୁ ଲୁଚାଇବା ନିମନ୍ତେ ପତ୍ର ବ୍ୟବହାର କରିବାକୁ ପ୍ରୟାସ କଲେ ।