or_obs-tn/content/02/05.md

5 lines
879 B
Markdown

# ଜ୍ଞାନବାନ
ସର୍ପର ଯେପରି ଅନ୍ତର୍ଦ୍ଦୃଷ୍ଟି ଓ ବୋଧଶକ୍ତି ଥିଲା ପରି ଜଣାପଡୁଥିଲା ଓ ଈଶ୍ବରଙ୍କ ଯେପରି ଅନ୍ତର୍ଦ୍ଦୃଷ୍ଟି ଓ ବୋଧଶକ୍ତି ରହିଥିଲା, ସେହି ସ୍ତ୍ରୀ ସେପରି ଅନ୍ତର୍ଦ୍ଦୃଷ୍ଟି ଓ ବୋଧଶକ୍ତି ପାଇବାକୁ ଚାହିଁଲା ।
# ଯିଏ ତାହା ସହିତ ଥିଲା
ଏହା ଗୁରୁତ୍ବପୂର୍ଣ୍ଣ ସୂଚନା କାରଣ ଏହା ଦେଖାଏ ଯେ ସେହି ସ୍ତ୍ରୀ ସେହି ଫଳକୁ ଖାଇବା ନିମନ୍ତେ ନିଷ୍ପତ୍ତି ନେବା ସମୟରେ ସେହି ପୁରୁଷ ସେଠାରେ ଥିଲା ।