or_obs-tn/content/02/04.md

5 lines
1.0 KiB
Markdown

# ଈଶ୍ବରଙ୍କ ପରି
ପୁରୁଷ ଓ ସ୍ତ୍ରୀ ଈଶ୍ଵରଙ୍କ ସାଦୃଶ୍ୟରେ ନିର୍ମିତ ହୋଇସାରିଥିଲେ । ସର୍ପ ପ୍ରବର୍ତ୍ତନା ଦେଇ କହିଲା ଯେ ଯଦି ସେହି ସ୍ତ୍ରୀ ମନ୍ଦକୁ ବୁଝିପାରିବ ତେବେ ସେ ଈଶ୍ବରଙ୍କ ପରି ଅଧିକ ହେବ । ଅଥଚ, ଈଶ୍ଵର କେବେ ବି ଚାହିଁ ନ ଥିଲେ ଯେ ସେ (ସେହି ସ୍ତ୍ରୀ) ଏହି ଜ୍ଞାନ ପାଉ ।
# ଭଲ ଓ ମନ୍ଦର ବୋଧଜ୍ଞାନ ପାଇବା ବା ବୁଝିପାରିବା
କେଉଁ ବିଷୟଗୁଡିକ ଭଲ ଓ କେଉଁ ବିଷୟଗୁଡିକ ମନ୍ଦ ତାହା ବ୍ୟକ୍ତିଗତ ଅନୁଭୂତିରୁ ଜାଣିବା, କିମ୍ବା କୌଣସି ବିଷୟ ଭଲ ନା ମନ୍ଦ ତାହା ଜାଣିବାରେ ସକ୍ଷମ ହେବା ।