or_obs-tn/content/02/02.md

1.7 KiB

ପ୍ରତାରକ

ପ୍ରତାରଣ କରିବାର ଉଦ୍ଦେଶ୍ୟ ସହ ଚତୁର ଓ ଧୂର୍ତ୍ତ

ସର୍ପ

ଏକ ଲମ୍ବମାନ, ଗୋଡ଼ ବିହୀନ ଭୂମିଚର ଜୀବ ଯାହା ବର୍ତ୍ତମାନ ଏହାର ପେଟରେ ଭରା ଦେଇ ଚାଲୁଅଛି । ସର୍ପ ଶୟତାନ ଥିଲା ବୋଲି ଯଦିଓ ଏହି କାହାଣୀର ପରବର୍ତ୍ତୀ ଅବସ୍ଥାରେ କୁହାଯାଇଛି, ତଥାପି ଏହି ସନ୍ଧିକ୍ଷଣରେ ଏପରି କୁହାଯିବା ଉଚିତ ନୁହେଁ କାହିଁକି ? ।

ଈଶ୍ଵର କ’ଣ ସତରେ ତୁମକୁ କହିଲେ

ଈଶ୍ଵର ସେହି ସ୍ତ୍ରୀକୁ ଉଦ୍ୟାନର ଯେକୌଣସି ବୃକ୍ଷର ଫଳ ନ ଖାଇବା ପାଇଁ କହିଛନ୍ତି ନା ନାହିଁ ସେ ବିଷୟରେ ସର୍ପ ସେହି ସ୍ତ୍ରୀକୁ ପଚାରିଲା । କିନ୍ତୁ ଈଶ୍ଵର କ’ଣ କହିଥିଲେ ତାହା ସେ ଜାଣିନଥିବାର ଛଳନା କରୁଥିଲା କାରଣ ସେ ସେହି ସ୍ତ୍ରୀର ମନରେ ସନ୍ଦେହ ସୃଷ୍ଟି କରିବାକୁ ଚାହୁଁଥିଲା । ସେ ଈଶ୍ଵରଙ୍କ ଉତ୍ତମତା ବିଷୟରେ ପ୍ରଶ୍ନ କରିବାକୁ ଚାହିଁଥିଲା ।

ଯେକୌଣସି ବୃକ୍ଷର ଫଳ

ଉଦ୍ୟାନରେ ଥିବା ଭିନ୍ନ ଭିନ୍ନ ପ୍ରତ୍ୟେକ ବୃକ୍ଷରୁ ବିଭିନ୍ନ ପ୍ରକାର ସମସ୍ତ ଫଳ ।