or_obs-tn/content/02/01.md

1.7 KiB

ଉଦ୍ୟାନ

ଆଦମ ଓ ହବା ଯେପରି ଉପଭୋଗ କରିବେ ଓ ଯେଉଁଥିରୁ ଫଳ ଖାଇବେ ସେଥିନିମନ୍ତେ ଈଶ୍ଵରଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ବୃକ୍ଷ ଓ ଲତାର ବିଶେଷ ସମ୍ମିଶ୍ରଣ । ଯେଉଁ ଶବ୍ଦ ବ୍ୟବହାର କରାଯାଇଥିଲା ଏହା ସେହି ଗୋଟିଏ ଶବ୍ଦ ହେବ01-11 । ଆପଣ ସେଠାରେ କିପରି ଅନୁବାଦ କରିଛନ୍ତି ତାହାକୁ ଦେଖନ୍ତୁ ।

ପରମେଶ୍ଵରଙ୍କ ସହିତ କଥା ହେଉଥିଲେ ।

“କଥାବାର୍ତ୍ତା” ନିମନ୍ତେ ଯେଉଁ ଶବ୍ଦ ବ୍ୟବହାର କରାଯାଇଅଛି ତାହା ଜଣେ ମାନବକୁ କଥା କହିବାର ସୂଚାଇବା ଅର୍ଥରେ ବ୍ୟବହାର କରାଯିବା ଉଚିତ । ଯେହେତୁ ଉକ୍ତ ଶାସ୍ତ୍ରାଂଶରେ ପୁରୁଷ ଓ ସ୍ତ୍ରୀ (ହବା ଓ ଆଦମ) ଈଶ୍ଵରଙ୍କ ସହ ମୁଖାମୁଖି କଥା ହେବା ବିଷୟକୁ ସୂଚାଏ ସେଥିଯୋଗୁଁ ସେମାନଙ୍କ ସହ କଥାବାର୍ତ୍ତା ହେବା ନିମନ୍ତେ ଈଶ୍ଵର ଏକ ଶରୀର ଧାରଣ କରିଥାଇପାରନ୍ତି ।

ଲଜ୍ୟା

ଆମେ ପାପ କରିଛୁ କିମ୍ବା ଆମେ ଯଦ୍ଵାରା ଊଣା ପଡିଯାଇଅଛୁ ବୋଲି ଜାଣିବା ସହ ଯେଉଁ ଅନୁଭବ ଆସିଥାଏ ।