13 lines
1.6 KiB
Markdown
13 lines
1.6 KiB
Markdown
|
|
# ସର୍ବଶେଷରେ !
|
|
ଆଦମଙ୍କ ଆଶ୍ଚର୍ଯ୍ୟବାଚକ ଉକ୍ତି ଦର୍ଶାଏ ଯେ ସେ ସ୍ତ୍ରୀ ପରି କିଛି ବିଷୟ ପାଇବାର ଆଶାରେ ଥିଲେ ।
|
|
# ମୋ ପରି
|
|
ନାରୀ ଆଦମ ପରି ହୋଇଥିଲା, ଯଦିଓ ସେମାନଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଭିନ୍ନତା ରହିଥିଲା ।
|
|
# ନାରୀ
|
|
ଏହି ଶବ୍ଦ ନର ଶବ୍ଦର ସ୍ତ୍ରୀ ବାଚକ ଶବ୍ଦ ଅଟେ ।
|
|
# ପୁରୁଷଠାରୁ ସୃଷ୍ଟି
|
|
ନାରୀ ଆଦମଙ୍କ ନିଜ ଶରୀରରୁ ହିଁ ଗଠିତ ହୋଇଥିଲା ।
|
|
# ପୁରୁଷ ପରିତ୍ୟାଗ କରେ
|
|
ଭବିଷ୍ୟତରେ କିପରି ଏହି ପରିସ୍ଥିତି ସାଧାରଣ ହେବ ତାହା ଦର୍ଶାଯାଇ ଏହା ବର୍ତ୍ତମାନ କାଳରେ ବ୍ୟବହୃତ ହୋଇଛି । ଆଦମଙ୍କର ପିତା କିମ୍ବା ମାତା ନ ଥିଲେ, କିନ୍ତୁ ଅନ୍ୟ ସମସ୍ତ ପୁରୁଷର ପିତା ଓ ମାତା ରହିବେ ।
|
|
# ଏକ ହେବେ
|
|
ସ୍ବାମୀ ଓ ସ୍ତ୍ରୀ ଏକ ଘନିଷ୍ଠ ବନ୍ଧନ ଓ ପ୍ରତିଶ୍ରୁତିବଦ୍ଧତାରେ ଆବଦ୍ଧ ହେବେ ଯାହା ସେମାନଙ୍କ ସହ ଥିବା ଅନ୍ୟ କାହାର ସମ୍ପର୍କରୁ ବଳିଯିବ । |