or_obs-tn/content/01/05.md

1.2 KiB

ଈଶ୍ଵର କହିଲେ 

ଈଶ୍ଵର ଆଦେଶ ଦ୍ଵାରା ସମସ୍ତ ପ୍ରକାର ଉଦ୍ଭିଦ ସୃଷ୍ଟି କଲେ ।

ପୃଥିବୀ ଉତ୍ପନ୍ନ କରୁ 

ଏହା ହେଉଛି ଏକ ଆଦେଶ ଯାହା ଈଶ୍ଵର କହିବା ଦ୍ଵାରା ତତ୍‍କ୍ଷଣି ଘଟିଥିଲା ।

ସମସ୍ତ ପ୍ରକାର 

ଅନେକ ପ୍ରକାର ମସଲା କିମ୍ବା ବୃକ୍ଷଗୁଡିକ ଓ ଉଦ୍ଭିଦ ।

ସୃଷ୍ଟି କଲେ 

ଏହି ଶବ୍ଦ ଏଠାରେ ଶୂନ୍ୟରୁ କିଛି କରିବା ବିଷୟକୁ ସୂଚାଏ ।

ଉତ୍ତମ ଥିଲା 

ଏହି ବାକ୍ୟାଂଶ ଅନେକ ସମୟରେ ସୃଷ୍ଟି ବିବରଣୀରେ ବାରମ୍ବାର ପୁରନରାବୃତ୍ତି କରା ଯାଏ, ଏବଂ ସୃଷ୍ଟିର ପ୍ରତି ପର୍ଯ୍ୟାୟ ଯେ ଈଶ୍ଵରଙ୍କୁ ସନ୍ତୋଷ ପ୍ରଦାନ କରୁଥିଲା ଏବଂ ତାହାଙ୍କ ଯୋଜନା ଓ ଉଦ୍ଦେଶ୍ୟକୁ ସମ୍ପାଦନ କଲା ।