or_obs-tn/content/01/03.md

9 lines
974 B
Markdown

# ଦ୍ବିତୀୟ ଦିନ 
ଈଶ୍ଵରଙ୍କ ସୃଷ୍ଟି କ୍ରମରେ, ଏହା ଉଦ୍ଦେଶ୍ୟମୂଳକ ଓ କ୍ରମାଗତ ଥିଲା । ସେ ପ୍ରତିଦିନ ସୃଷ୍ଟି କରିଥିବା ବିଷୟ ଗୁଡିକ ପୂର୍ବ ଦିନରେ କରିଥିବା କାର୍ଯ୍ୟଗୁଡିକ ଉପରେ ନିର୍ଭରଶୀଳ ଥିଲା ।
# ଈଶ୍ଵର କହିଲେ 
ଈଶ୍ଵର ଆଦେଶ ଦେଇ ଆକାଶ ସୃଷ୍ଟି କଲେ ।
# ସୃଷ୍ଟି କଲେ 
ଈଶ୍ଵର ଶୂନ୍ୟରୁ ଆକାଶ ସୃଷ୍ଟି କଲେ ।
# ଆକାଶ 
ଏହି ଶବ୍ଦ ଆମେ ନିଶ୍ଵାସ ପ୍ରଶ୍ଵାସ ନେଉଥିବା ବାୟୁ ମଣ୍ଡଳ ଓ ମହାକାଶ ସମେତ ପୃଥିବୀ ଉପରେ ଥିବା ସମସ୍ତ ଶୂନ୍ୟକୁ ସୁଚାଏ ।