or_obs-tn/content/01/02.md

11 lines
1.8 KiB
Markdown

# ଈଶ୍ଵର କହିଲେ 
ଏକ ବାକ୍ୟର ଆଦେଶ ଦେଇ ଈଶ୍ଵର ଦୀପ୍ତି ସୃଷ୍ଟି କଲେ ।
# ତାହା ହେଉ 
ଏହା ଏକ ଆଦେଶ ଥିଲା ଯାହା ତତ୍‍କ୍ଷଣୀତ ଘଟିଥିଲା କାରଣ ଏହା ଈଶ୍ଵରଙ୍କ ଦ୍ବାରା କୁହାଯାଇଥିଲା । ଏକ ବକ୍ତବ୍ୟ ଭାବରେ ଏହାକୁ ଅନୁବାଦ କରିବା ଅଧିକ ସ୍ୱାଭାବିକ ହୋଇପାରେ କାରଣ ଏହା ନିଶ୍ଚିତ ଘଟିବ । ଉଦାହରଣ ସ୍ବରୂପ, ଆପଣ ଏହାକୁ ଏହି ପ୍ରକାରେ ଅନୁବାଦ କରିପାରିବେ, “ଈଶ୍ଵର କହିଲେ, ଦୀପ୍ତି ହେଉ ।”
# ଦୀପ୍ତି 
ଏହା ଏକ ବିଶେଷ ଦୀପ୍ତି ଥିଲା ଯାହାକୁ ଈଶ୍ଵର ନିର୍ମାଣ କରିଥିଲେ, ଏ ପର୍ଯ୍ୟନ୍ତ ସୂର୍ଯ୍ୟ ସୃଷ୍ଟି କରା ଯାଇନଥିଲା ।
# ଉତ୍ତମ ଥିଲା 
ଏହି ବାକ୍ୟାଂଶ ଅନେକ ସମୟରେ ସୃଷ୍ଟି ବିବରଣୀରେ ବାରମ୍ବାର ପୁନରାବୃତି କରା ଯାଏ, ଏବଂ ସୃଷ୍ଟିର ପ୍ରତି ପର୍ଯ୍ୟାୟ ଯେ ଈଶ୍ଵରଙ୍କୁ ଆନନ୍ଦିତ କରୁଥିଲା ଏବଂ ତାହାଙ୍କ ଯୋଜନା ଓ ଉଦ୍ଦେଶ୍ୟକୁ ସମ୍ପାଦନ କଲା ।
# ସୃଷ୍ଟି 
ଏଠାରେ ଥିବା ଏହି ଶବ୍ଦ ଈଶ୍ଵର ସୃଷ୍ଟି କରିଥିବା ସମସ୍ତ ବିଷୟ, ଛଅ ଦିନ ସମୟକୁ ସୂଚୀତ କରେ ।